ଏସ୍ଆଇ ପଦବୀ ପାଇଁ ଓଡ଼ିଶା ପୁଲିସ୍ର…
ଭୁବନେଶ୍ୱର: ଆଜିଠୁ ଓଡ଼ିଶା ପୁଲିସ୍ର ୪୭୭ଟି ଏସ୍ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି। ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୁଲିସ୍। ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ…