ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ…
କଟକ: ଆଜି ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ଶିବ ପାଣିଗ୍ରାହୀଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ହୋଇଥିଲା। କଟକ ସିଡିଏ ସେକ୍ଟର ୬ସ୍ଥିତ ନିଜ ଘରେ ତାଙ୍କର ପରଲୋକ ହୋଇଯାଇଛି। ଏହା ତାଙ୍କ ପୁଅ ରାଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସୂଚନାଅନୁସାରେ, ବିଶିଷ୍ଟ ଚିତ୍ରଶିଳ୍ପୀ…