ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା…
ମୁମ୍ବାଇ: ଭକ୍ତଟିଏ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥାଏ। ମନସ୍କାମନା ପୂରଣ ହେବା ପରେ ଭଗବାନଙ୍କୁ ପାଖରୁ ନଦେଖିଲେ ମଧ୍ୟ ଭକ୍ତି ଓ ବିଶ୍ବାସରେ କିଛି ଦାନ କରିଥାଏ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବଇର ସିଦ୍ଧିବିନାୟକ ମନ୍ଦିରରେ। ମୁମ୍ବଇରେ ଥିବା…