ଗୁରୁଦ୍ବାରରେ ଆତଙ୍କବାଦୀ ଆକ୍ରମଣ, ୨୫…
ଓଏଲ୍ ବ୍ୟୁରୋ: ସାରା ବିଶ୍ବ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଇସ୍ଲାମିକ୍ ଷ୍ଟେଟ୍ (IS) ଆତଙ୍କବାଦୀମାନେ ପୁଣି ନିଜର ଘୃଣ୍ୟ ଚେହେରା ଦେଖାଇଛନ୍ତି। ଆଫଗାନିସ୍ଥାନର ଏକ ୪୦୦ ବର୍ଷ ପୁରୁଣା ଗୁରୁଦ୍ବାର ଭିତରେ ପଶି ୨୫ ଜଣ ନିରୀହ ଶିଖଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ।
ବୁଧବାର ଦିନ…