ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ,…
ଭୁବନେଶ୍ବର: ଅଣାୟାତ୍ତ କଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସକ୍ରଂମଣ ହାର ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ରହୁଥିବା ବେଳେ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲିକନ୍ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି।…