କିଟ୍ର ରୌପ୍ୟ ଜୟନ୍ତୀ ଉଦ୍ଘାଟିତ
ଓଏଲ୍ ବ୍ୟୁରୋ : କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ପାଳନ ହୋଇଛି ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍ ଟୁ ସିଲ୍ଭର) । ବୁଧବାର ଏହି ଜୟନ୍ତୀ ଉଦ୍ଘାଟିତ ହୋଇଯାଇଥିବାବେଳେ କିଟ୍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍ ତାର…