ହ୍ରାସ ହେଲା ସୁନା ଦର, ଜାଣନ୍ତୁ…
ନୂଆଦିଲ୍ଲୀ: ସାବିତ୍ରୀ ବ୍ରତରେ ହ୍ରାସ ପାଇଛି ସୁନା ଦର। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି।
ରୂପା ଦରରେ ହ୍ରାସ ପାଇଁ କିଲୋଗ୍ରାମ ପିଛା ୭୧,୫୦୭ ଟଙ୍କା ହୋଇଛି। ଭୁବନେଶ୍ୱରରେ ଏବେ…