ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ
କରଞ୍ଜିଆ: ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ। ଶିମିଳିପାଳ ଜାତୀୟ ଉଦ୍ୟାନର ୨୨ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ।ବନବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି।
ଶିମିଳିପାଳ ଉତ୍ତର ଜୋନରେ ୧୯ଟି ଓ ଦକ୍ଷିଣ ଜୋନରେ ୩ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଛନ୍ତି…