ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର…
ଓଏଲ୍ ବ୍ୟୁରୋ : ବଡ଼ଦେଉଳ ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ। ପରିକ୍ରମା ପ୍ରକଳ୍ପ ପାଇଁ ରାସ୍ତା ବନ୍ଦ ଥିବା ସୂଚନା। ତେବେ ବିନା କୌଣସି ସୂଚନା ନଦେଇ ଆଜି ସକାଳୁ ହଠାତ୍ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ରାସ୍ତା ବନ୍ଦ ଥିବାରୁ…