ସୁରକ୍ଷିତ ରହିଛି ଶ୍ରୀମନ୍ଦିର ଟଙ୍କା,…
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସୁରକ୍ଷିତ ରହିଛି ଜଗନ୍ନାଥ ମନ୍ଦିର ଟଙ୍କା। ୟେଶ ବ୍ୟାଙ୍କରେ ଥିବା ଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ସୁରକ୍ଷିତ ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର…