ଶିବସେନା ଟାର୍ଗେଟରେ ଫଡନାଭିସ୍, ଏପରି…
ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ହେଲେ ସରିନାହିଁ ବୟାନବାଜି ରାଜନୀତି। ଆଜି ଶିବସେନା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ ବିଜେପି ଓ ରାଜ୍ୟପାଳଙ୍କ ଭୂମିକା ରହିଥିବା ନେଇ ଅଭିଯୋଗ କରିଛି। ରାଜ୍ୟପାଳ ଜାଣିଶୁଣି ତାଙ୍କୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ…