Odisha Link
Bridging the Missing Links in Odisha
Browsing Tag

Social Distancing

ମଧ୍ୟପ୍ରଦେଶ: ୨୯ ଦିନ ପରେ ଶପଥ ନେଲେ ୫…

ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଲଢ଼େଇ କରୁଛି। ଏହାରିମଧ୍ୟରେ ଆଜି ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ମଧ୍ୟାହ୍ଣରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ୫ ଜଣ…

କୋରାପୁଟ: ପ୍ରେରଣା ଦେଲେ ଆଦିବାସୀ

ଭୁବନେଶ୍ବର: ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏହା ବିରୋଧରେ ଳଢ଼େଇରେ ସବୁଠୁ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି ସାମାଜିକ ଦୂରତା। ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଏବେ ସରକାରଙ୍କ ପାଇଁ ଆହ୍ବାନ ପାଲଟିଥିବା ବେଳେ ଏଥିପାଇଁ ବାରମ୍ବାର ସଚେତନତା କରାଯାଉଛି।…

ମୋଦି ଠିକ କହିଲେ, ଜନତା ଭୁଲ ଶୁଣିଲେ

ଶୁଭ୍ରାଂଶୁ ପଣ୍ଡା କରୋନା ଭୂତାଣୁ ବିଶ୍ବବ୍ୟାପୀ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଧୀରେ ଧୀରେ ପ୍ରଭାବ ବଢ଼ାଉଛି। ଆମେରିକା ଭଳି ଚିକିତ୍ସା ସେବାରେ ଉନ୍ନତ ଦେଶର ଅବସ୍ଥା ଏବେ ଅସମ୍ଭାଳ ଆଡ଼କୁ ଗତି କରୁଥିବା ବେଳେ ଭାରତ ଭଳି ବୃହତ୍ତ ଗଣତନ୍ତ୍ରର ଅବସ୍ଥା ଏଥିରୁ ଅନୁମେୟ। ଆମକୁ…