ବିବାହ ଦିନ ବର ଚମ୍ପଟ, କନ୍ୟାର ହାତ…
ଭୁବନେଶ୍ବର: ଝିଅଟିଏ ବାଡ଼ୁଅ ପାଣିରେ ଗାଧୋଇ ହୋଇ ମଙ୍ଗୁଳା ହୋଇ ବର ଆସିବାକୁ ଅପେକ୍ଷା କରିଥିଲା। ମାତ୍ର ବିବାହ ଦିନ ବର ଗେଷ୍ଟ୍ ହାଉସ୍ରୁ ଚମ୍ପଟ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି ଗତକାଲି ଜଗତସିଂହପୁର ଜିଲ୍ଲାରେ। ଶେଷରେ ଜଣେ ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକ ମଙ୍ଗୁଳା କନ୍ୟାଙ୍କ ହାତ…