ପରଲୋକରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ…
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ନେଉଛି ଶତାଧିକ ଜୀବନ। ଦେଶରେ ଦୈନନ୍ଦିନ ଜୀବନ ନେବାରେ ଲାଗିଛି ମହାମାରୀ କରୋନା। ଏସବୁ ମଧ୍ୟରେ ଆଜି ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବ୍ଜିଙ୍କ ଦେହାନ୍ତ ହୋଇଛି। ମହାମାରୀ କରୋନାରେ ତାଙ୍କର ମୃତ୍ୟୁ ହୋଇଛି। ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ…