କୁଳାଙ୍ଗାର ପୁଅର କଳା କାରନାମା, ବୃଦ୍ଧ…
ନୂଆଦିଲ୍ଲୀ: ବୋରିଭାଲିର ଜଣେ ୭୭ ବର୍ଷିୟ ବ୍ୟବସାୟୀ ନିଜ ପୁଅ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଥାନାରେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପୁଅ ତାଙ୍କର ଜାଲି ଦସ୍ତଖତ କରି ତାଙ୍କ ନାମରେ ୨.୫ କୋଟି ଟଙ୍କା ଋଣ ଉଠାଇଛନ୍ତି। ଏନେଇ ମଧ୍ୟ ପୁଲିସ୍ ଏକ ମାମଲା ରୁଜୁ କରିଛି। ପୁଲିସ୍ ପକ୍ଷରୁ…