ସୋନିଆ ଗାନ୍ଧୀଙ୍କୁ କଙ୍ଗନାଙ୍କ ଟାର୍ଗେଟ:…
ମୁମ୍ବାଇ: ଶିବସେନା ଓ କଙ୍ଗନା ରଣାଓ୍ବତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାଦ ସେତେବେଳେ ବଢ଼ିବାକୁ ଲାଗିଲା ଯତେବେଳେକି ବିଏମ୍ସି ପକ୍ଷରୁ କଙ୍ଗନାଙ୍କ ଅଫିସ୍ ଭଙ୍ଗାଗଲା। ନିୟମ ଉଂଲଘନ କରିଥିବା କାରଣ ଦର୍ଶାଇ ତାଙ୍କ ଅଫିସର କିଛି ଅଂଶ ଭାଙ୍ଗଥିଲା ବିଏମ୍ସି। ଯାହାକୁ…