ବାପାଙ୍କ ଅନ୍ତିମ ସଂସ୍କାର ସାରି…
ବୌଦ୍ଧ: ବାପା ପଛେପଛେ ଚାଲିଗଲା ପୁଅ। ପୁରୀରୁ ବାପାର ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଚାଲିଗଲା ପୁଅର ଜୀବନ । ଏହି ଅଭାବନୀୟ ଘଟଣାଟିବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଡ଼ାକୋଠାରେ ଘଟିଛି।
ମୃତକ ହେଲେ ସୁବର୍ଣ୍ଣପୁର ତରଭା ଅଞ୍ଚଳରଅରୁଣ ମେହେର। ପ୍ରକାଶ ଯେ, ଅରୁଣପୁରୀ ସ୍ବର୍ଗଦ୍ବାରରେ ନିଜ…