କଂଗ୍ରେସକୁ ଫେରିବେ କି ସୌମ୍ୟରଞ୍ଜନ ?
ଓଏଲ୍ ବ୍ୟୁରୋ: କଂଗ୍ରେସକୁ ଟ୍ରାକ୍କୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ। ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ମୁଖିଆ ହେଉ ହେଉ ନେଇଛନ୍ତି ବଡ଼ ନିଷ୍ପତ୍ତି। ନିଲମ୍ବିତ ହୋଇଥିବା ସମସ୍ତ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଥିବା ଘୋଷଣା କରିଥିଲେ ଶ୍ରୀ…