Odisha Link
Bridging the Missing Links in Odisha
Browsing Tag

Soumya Ranjan Patnaik

ସୌମ୍ୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ,…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି…

୨୨ ବର୍ଷରେ କେତେ ଲୋକଙ୍କୁ ମିଳିଛି…

ଓଏଲ୍‌ ବ୍ୟୁରୋ: ଚାଲିଛି ୨୦୨୩ ବଜେଟ ଅଧିବେଶନ। ଅଷ୍ଟମ ଦିନର ପ୍ରଶ୍ନକାଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ବାସଗୃହ ଯୋଗାଣ ଲାଗି ବିଭିନ୍ନ ସରକାରୀ ଯୋଜନାରେ ଗତ ୨୨ ବର୍ଷରେ କେତେ ପରିବାରଙ୍କୁ ପକ୍କାଘର ଦିଆଯାଇଛି ଓ ନିକଟରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ…

ଭିଜିଲାନ୍ସ ଜାଲରେ ୧୩୦ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ବିଗତ ୧୦ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗର ୧୩୦ ଜଣ ଯନ୍ତ୍ରୀ। ହାରାହାରି ବର୍ଷକୁ ପ୍ରାୟ ୧୩ ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ଏଥିରେ ଅଧିକାଂଶ ହେଉଛନ୍ତି ସହକାରୀ ଯନ୍ତ୍ରୀ ଓ କିଛି କନିଷ୍ଠ ଯନ୍ତ୍ରୀ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…

ବଦଳିଲେ ବିଜେଡି ପର୍ଯ୍ୟବେକ୍ଷକ:…

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଅନ୍ୟାନ୍ୟ ସାଙ୍ଗଠନିକ ପଦବୀରେ ପରିବର୍ତନ ଆଣିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ। ଏ ନେଇ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ…

ବବି ଓ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ରାଜ୍ୟ ରାଜନୀତିର ପାଣିପାଗ ଠିକ୍‌ ଥିବାବେଳେ ସୃଷ୍ଟି ହୋଇଛି ଏକ ଲଘୁଚାପ। ଯାହାଫଳରେ ରାଜ୍ୟ ରାଜନୀତିରେ ଅସହ୍ୟ ଗୁଳୁମୁଳି ସାଙ୍ଗକୁ ବର୍ଷା ହେବାର ଆଶଙ୍କା ଜୋର ରହିଛି। ଏକଥା ଆମେ ଆପଣଙ୍କୁ ଏଥିପାଇଁ କୁହୁଛୁ ଯେ, ବର୍ତ୍ତମାନ ବିଜୁ ଜନତା ଦଳରେ ଯାହା ଚାଲୁଛି ତାହା ଏବେ ଅନ୍ୟ ନେତାଙ୍କ ପାଇଁ…

ସୌମ୍ୟରଂଜନ ପଟ୍ଟନାୟକଙ୍କୁ କରୋନା

ଭୁବନେଶ୍ବର: 'ସମ୍ବାଦ' ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି ଜଣାଇଛନ୍ତି। ସେ ସୁସ୍ଥ ଅଛନ୍ତି ବୋଲି ଲେଖିଛନ୍ତି ସୌମ୍ୟରଂଜନ। ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ଡାକ୍ତରୀ ପରାମର୍ଶ…

ଖବର ସଂସ୍ଥାର ମାଲିକମାନେ ବିଧାୟକ/ସାଂସଦ…

ଭୁବନେଶ୍ବର: ଖବରକାଗଜର ମାଲିକମାନେ ଯଦି ରାଜନୀତି ନ କରି କେବଳ ସଂପାଦନା କ୍ଷେତ୍ରରେ ଅଧିକ ମନ ଦେଇଥାଆନ୍ତେ ରାଜ୍ୟର ଅଧିକ ଲାଭ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖବରକାଗଜର ସଂପାଦକମାନେ ବିଧାୟକ/ସାଂସଦ ହେବାର ମୋହ ପରିତ୍ୟାଗ କଲେ ରାଜ୍ୟର ଲାଭ ହେବ ବୋଲି ସେ କହିଥିଲେ।…

ସୌମ୍ୟରଂଜନ ଗଢ଼ିଲେ ‘ସାମନ୍ତ ବାହିନୀ’

ପୁରୀ: ନିର୍ବାଚନ ପରଠାରୁ ରାଜ୍ୟ ସରକାରଙ୍କ ବିଜୁ ଯୁ ବାହିନୀ ନିଖୋଜ ଥିବା ବେଳେ ବେସରକାରୀ ଉଦ୍ୟମରେ ଆଉ ଏକ ବାହିନୀ ଗଠିତ ହୋଇଛି। ବିଜୁ ଜନତା ଦଳ ନେତା, ଖଣ୍ଡପଡ଼ା ବିଧାୟକ, ପୂର୍ବତନ ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ସାମନ୍ତ ବାହିନୀ’ ନାମରେ ଏକ ସଂଗଠନ ତିଆରି କରିଛନ୍ତି।…

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ…

ନୟାଗଡ଼: ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମର୍ଥକ କରିବାରେ ସଫଳ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡି ଟିକେଟରେ ସେ ଆଜି ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ତାଙ୍କ ସହ ଦେଖିବାକୁ…

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ…

ନୟାଗଡ଼: ଖଣ୍ଡପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପାଇଁ ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଗତକାଲି ଠାରୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ସେଥିରେ ଭଟ୍ଟା ପଡ଼ିଛି। ଅନୁଭବଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ…