ବାତିଲ ହେଲା ସ୍ବତନ୍ତ୍ର ପାସ୍ ବ୍ୟବସ୍ଥା
ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଓଡ଼ିଶା ଲକ ଡାଉନ। ଏହି ଲକ ଡାଉନ ସମୟରେ ଜରୁରୀକାଳିନ ସେବାରେ ବାହାରକୁ ଯିବାକୁ ହେଲେ ପାସ୍ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ପାସ୍ ନେବାକୁ ପୋଲିସ୍ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଏହାକୁ ନଜରରେ ରଖି ପାସ୍ ବ୍ୟବସ୍ଥାକୁ ବନ୍ଦ…