ଦ୍ୱେତନଗରୀରେ ଟ୍ରାଫିକ୍ ଆଇନ କଡାକଡି
ଭୁବନେଶ୍ବର: ଦ୍ୱେତନଗରୀରେ ଟ୍ରାଫିକ୍ ଆଇନ କଡାକଡି କଲା କମିଶନରେଟ୍ ପୋଲିସ୍। କମିଶନରେଟ୍ ପୋଲିସ ଅଧିନରେ ଯାଉଥିବା ଅଞ୍ଚଳରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ଜରିମାନା। ଏନେଇ ଆଡଭାଇଜରୀ ଜାରି କରାଯାଇଛି। କମିଶନରରେଟ ପୋଲିସ ଅଧିନରେ ଯାଉଥିବା ଆଞ୍ଚଳ ଭିତରେ ବାଇକ୍…