ବିପର୍ଯ୍ୟୟ ମୁକାବିଲା ବୈଠକ: ତାଳଗଛ ରୋପଣ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ତାଳଗଛ ହ୍ରାସ ବଜ୍ରପାତଜନିତ ମୃତ୍ୟୁର କାରଣ ପାଲଟିଛି। ବିପର୍ଯ୍ୟୟ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଏସଆରସିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାପକ ବୃକ୍ଷ ରୋପଣ ନେଇ ଏସଆରସି ବୈଠକ କରିଛନ୍ତି। ସଂରକ୍ଷିତ ଜଙ୍ଗଲରେ…