ଶନି ଓ ରବିବାର ଘଣ୍ଟାଏ କୋହଳ
ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳେ ସଟଡାଉନ୍ କରାଯାଇଥିଲା। ହେଲେ ଆଜି ଏହି ନିୟମରେ କିଛି ମାତ୍ରରେ କୋହଳ କରାଯାଇଛି। ଏନେଇ ସୂଚାନା ଦେଇଛନ୍ତି ଏସଆରସି ପ୍ରଦିପ ଜେନା।
ଏସଆରସି ଜେନାଙ୍କ…