ପୁରୀ: ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା…
ଭୁବନେଶ୍ବର: ଶ୍ରୀମନ୍ଦିରକୁ ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା। ସ୍ୱେଚ୍ଛାକୃତ ଭାବେ ଜମି ବିକ୍ରୟ ପାଇଁ ଉଦ୍ଦିଷ୍ଟ ଅବଧିକୁ ଚଳିତମାସ ୯ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ୍ ଏହ ସମୟ ସୀମାକୁ ଆଉ ୭ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଅବଧି ଡିସେମ୍ବର ୨ ତାରିଖରେ ଶେଷ…