Odisha Link
Bridging the Missing Links in Odisha
Browsing Tag

Sri Mandir

ଶନିବାରଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪…

ଓଏଲ୍‌ ବ୍ୟୁରୋ: ସରିଲା କାର୍ତ୍ତିକ ମାସ। ଜଗା ପ୍ରେମୀଙ୍କ ପାଇଁ ଆସିଲା ଭଲ ଖବର। ଆସନ୍ତାକାଲିଠୁ ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ଭକ୍ତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

କାଲି ଶ୍ରୀଜିଉଙ୍କ ବନକଲାଗି ନୀତି,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଭାଦ୍ରବ କୃଷ୍ଣ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ…

ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଏବେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଶ୍ରୀଜିଉଙ୍କ ଅନବସର ଦ୍ବାଦଶୀ। ଚାଲିଛି ରାଜପ୍ରସାଦ ବିଜେ ନୀତି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି । ଗତକାଲି (ମଙ୍ଗଳବାର) ଏକାଦଶୀ ତିଥିରେ…

ଆଜି ଦେବୀ ଋକ୍ମିଣୀଙ୍କୁ ବିବାହ କରିବେ…

ଓଏଲ୍‌ ବ୍ୟୁରୋ: ଆଜି ଋକ୍ମିଣୀ ହରଣ ଏକାଦଶୀ। ଆଜି ବଡ଼ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହେବ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଆସିଛି। ସକାଳଧୂପ ପୂଜା ବସିଥିବା…

ଅପେକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ସମୟରେ କଥା ଦେଇଥିଲେ, ଏବେ କଥା ରଖିଲା ବିଜେପି ସରକାର। ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ବାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ…

ଆରମ୍ଭ ହେଲା ଶ୍ରୀମନ୍ଦିର ୪ଦ୍ବାର ଖୋଲିବା…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଏବେ ଆସିଛି, ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସମୟ। ସରକାର ଗଠନ କରିବାର ୬ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି। ବୁଧବାର ଦିନ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ…

ଶ୍ରୀମନ୍ଦିର ଚାରିପଟେ ଲାଗିଲା ଲାଇଟ୍,…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚମକିବ ଶ୍ରୀମନ୍ଦିର। କାରଣ ଖବର ପରିବେଷଣ ପରେ ଶ୍ରୀମନ୍ଦିର ଚାରିପଟୁ କଢ଼ା ଯାଇଥିବା ଲାଇଟ୍‌ ଗୁଡ଼ିକୁ ପୁଣି ଲଗା ଯାଉଛି। ଆଜି ସଂଧ୍ୟାରୁ ଆଲୋକମାଳାରେ ପୁଣି ଝଲସିବ ଶ୍ରୀମନ୍ଦିର ଚର୍ତୁପାଶ୍ୱ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ ଲାଇଟ୍ ଲଗାଇବା କାମ ଆରମ୍ଭ ହୋଇଛି…

ଶ୍ରୀମନ୍ଦିରରେ ପହଁଚିଲା ୩ କ୍ୱିଣ୍ଟାଲ୍‌…

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ହେବ। ଅର୍ଥାତ୍‌ ଜୁନ୍‌ ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରି ସାରିଛି ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜିଉଙ୍କ ଅଣସର ନୀତି ଅନୁଷ୍ଠିତ ହେବ। ଏହି…

ମହାପ୍ରଭୁଙ୍କ ଦୟଣା ଚୋରି ନୀତି;…

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି। ଏଥିପାଇଁ ବାଙ୍ଗାଲୋରରୁ ଆସି ପହଞ୍ଚି ସାରିଛି ମହାପ୍ରଭୁଙ୍କ ଦୟଣା। ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି। ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା…

ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର, ଦୈନିକ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ଏଏସ୍‌ଆଇ। ହେଲେ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ…