Odisha Link
Bridging the Missing Links in Odisha
Browsing Tag

Srikant Jena

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସହିଦ ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ଦାବିରେ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ପାଖରେ ଉପସ୍ଥାପନ…

ପାଟକୁରାରେ ମିଳିତ ପ୍ରାର୍ଥୀ ଦିଅନ୍ତୁ…

ଭୁବନେଶ୍ବର: ପାଟକୁରା ବାସୀ ତଥା ଓଡିଶା ବାସୀଙ୍କୁ ଉଭୟ ବିଜେଡି-ବିଜେପି ଦୁଇଦଳ କାହିଁକି ଠକୁଛନ୍ତି?  ଉଭୟ ଦଳ ମିଶି ଜଣକୁ କାହାକୁ ଏହି ନିର୍ବାଚନରୁ ଓହରାଇ ନିଅନ୍ତୁ ଓ ଅନ୍ୟ ଜଣଙ୍କୁ ମିଳିତ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ଏଥି ସହିତ…