ବିବାଦ ପରେ ମୁହଁ ଖୋଲିଲେ ପୋଲସରା…
ଓଏଲ୍ ବ୍ୟୁରୋ:ବିବାଦରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦୀର୍ଘ ଦିନର ନିରବତା ଭାଙ୍ଗି ମୁହଁ ଖୋଲିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଗାମୀ ରାଜନୀତି ଭବିଷ୍ୟତ କ'ଣ ରହିବ ସେ ନେଇ ମୁହଁ ଖୋଲିଛନ୍ତି ଶ୍ରୀକାନ୍ତ ସାହୁ। ସେ ଗଣମାମଧ୍ୟମକୁ…