Odisha Link
Bridging the Missing Links in Odisha
Browsing Tag

Srimandir

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ତର୍କ ବିତର୍କ ଲାଗିଥିବା ବେଳେ ଏବେ ବିବାଦ ଆହୁରି ବଢ଼ିଛି। ସାମ୍ନାକୁ ଆସିଛି ଏମିତି କିଛି ତଥ୍ୟ ଯାହା ଚମକାଇ ଦେଲାଭଳି ଖବର। କାରଣ ଆଜି ହାଇକୋର୍ଟରେ ପ୍ରତ୍ନତତ୍ତ୍ବ ବିଭାଗ କହିଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ…

ଶ୍ରୀମନ୍ଦିର ସେବାତୟଙ୍କ ପରିବାରକୁ…

ପୁରୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାରୁ ସେବାୟତଙ୍କ ପରିବାର ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସେବାତୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ସେବାୟତ ପରିବାରକୁ ଗୁରୁବାର ୧୦ ହଜାର…

ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା…

ପୁରୀ: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଲୋଡିଛନ୍ତି। ଗୋବିନ୍ଦା କହିଛନ୍ତି, ମୋ ଉପରେ ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି।…

ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍

ପୁରୀ: ଆଜି ଶ୍ରୀମନ୍ଦିର ଅର୍ଥ ବୈଠକ ଶେଷ ହୋଇଯାଇଛି। ବୈଠକରେ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ । ଏନେଇ…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳୁ ମାଗଣା…

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଅନୁରୋଧ। ମାଗଣା କୋଭିଡ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସେବାୟତ ଓ ତାଙ୍କର ପରିବାରକୁ ମାଗଣା କୋଭିଡ୍ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍‌…

କରୋନା ନେଗେଟିଭ ରିପୋର୍ଟ: ସେବାୟତ ସଂଘ…

ପୁରୀ: ଦୀର୍ଘ ନଅ ମାସ ପରେ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ଏହାରି ମଧ୍ୟରେ ଆସିଛି ଆଉ ଏକ ଖବର। ମନ୍ଦିର ଖୋଲିଛି ସତ ହେଲେ ଭକ୍ତ ଆଉ ଭଗମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଛି କୋରନା ଟିପୋର୍ଟ। ଯାହା ଫଳରେ ଭକ୍ତଟିଏ ଆଉ ଭଗବାନଙ୍କୁ ଭେଟି ନ ପାରି ବଡ଼ ଦାଣ୍ଡରୁ ନିରାଶ ହୋଇ ଫେରୁଛି। ଓଡ଼ିଶା…

ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ

ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ। ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ…

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟକୁ…

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କା ବଜେଟ ରଖାଯାଇଛି । ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଶ୍ରୀମନ୍ଦିରର ବ୍ୟୟ ବଢ଼ିଥିବା ବେଳେ ଆୟ ଅନେକ କମି ଯାଇଛି। ଆୟ ବୃଦ୍ଧି ପାଇଁ ଅନଲାଇନ…

ପୁରୀ ସେବାୟତଙ୍କ ପାଇଁ କରୋନା ଗାଇଡଲାଇନ୍

ପୁରୀ: ଦିନକୁ ଦିନ ପୁରୀ ସେବାୟତଙ୍କ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ନିୟମ ଜାରି କରିଛନ୍ତି। କୋଭିଡ ଗାଇଡଲାଇନ ମୁତାବକ, ଶ୍ରୀମନ୍ଦିର ଭିତରେ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ…

ପୁରୀ : ଶ୍ରୀମନ୍ଦିରରେ ଆଜି ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ। ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ମଉଳା ପଦ୍ମଫୁଲରେ ମହାପ୍ରଭୁ ଏହି ବେଶ ଧାରଣ କରିଥାନ୍ତି। ସପ୍ତଦଶ ଶତାଦ୍ଧୀରୁ…