ଓଲିଉଡ୍ ଅଭିନେତା ଶ୍ରୀତମଙ୍କୁ କରୋନା
ଭୁବନେଶ୍ବର: ଓଲିଉଡ୍ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀତମ ଟ୍ୱିଟ୍ କରି କହିଛନ୍ତି ଯେ, ଯେ ସେ କୌଣସି ସୁଟ୍ କିମ୍ବା ସାମାଜିକ ସମାବେଶ ପାଇଁ ଯିବେ ନାହିଁ। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ…