ଏସବିଆଇ: ଋଣ ପରିଶୋଧ ପାଇଁ ମିଳିବ ଦୁଇ…
ଭୁବନେଶ୍ୱର :କରୋନା କାରଣରୁ ଅନେକ ଲୋକଙ୍କର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବ୍ୟାଙ୍କଠାରୁ ଆଣିଥିବା ଋଣ ସୁଝିବା ସମ୍ଭବକର ହେଉ ନାହିଁ ।ତେବେ ଏସବିଆଇ ଗ୍ରାହକମାନଙ୍କ ପାଇଁ ଖୁସି ଖବର ଆଣିଛି ।
ଯେଉଁ ଗ୍ରାହକ ମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବେ…