Odisha Link
Bridging the Missing Links in Odisha
Browsing Tag

Stock Market

ଭାରତୀୟ ପୁଞ୍ଜି ବଜାରରେ ବଡ଼ ହଲ୍‌ଚଲ୍,…

ଓଏଲ୍‌ ବ୍ୟୁରୋ: ଭାରତୀୟ ସେୟାର ମାର୍କେଟରେ ବି‌ଶ୍ବ ବଜାରର ଅସ୍ଥିରତାର ଛାପ। ତା ସଙ୍ଗକୁ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ଫଳରେ ଗୁରୁତର ପ୍ରଭାବିତ ହୋଇଛି ଭାରତୀୟ ସେୟାର ମାର୍କେଟ। ଗତ କିଛିଦିନ ହେବ ବିଶ୍ବ ବଜାରରେ ଅସ୍ଥିରତା ଲାଗି ରହିଥିବା ଯୋଗୁଁ ଭାରତୀୟ ସେୟାର ମାର୍କେଟ ପ୍ରଭାବିତ…

ପ୍ରତିଦିନ ସେୟାର ମାର୍କେଟରେ ନୂଆ…

ଓଏଲ୍‌ ବ୍ୟୁରୋ: ଭାରତୀୟ ସେୟାର ମାର୍କେଟରେ ଉତ୍ସାହ ଜାରି ରହିଛି। ଆଜି ମାର୍କେଟ ଆରମ୍ଭରୁ ହିଁ ଉଭୟ ସେନସେକ୍ସ ଓ ନିଫ୍ଟି ଅଲ୍‌ ଟାଇମ୍‌ ହାଏରେ କାରବାର ଆରମ୍ଭ କରିଛି। ସେନସେକ୍ସ ୩୩୪.୯୯ ପଏଣ୍ଟ ଉପରକୁ ଉଠି ୮୨.୩୨୧ରେ କାରବାର ଆରମ୍ଭ କରିଥିଲା। ସେହିପରି ନିଫ୍ଟି ୮୩.୪୫ ପଏଣ୍ଟ ଉପରକୁ ଉଠି ୨୪,୩୬୯ରେ…

ରାତି ପାହିଲେ ଆସିବ ଜନାଦେଶ, ତାପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଆସିବ ଜନାଦେଶ। ଗଣତନ୍ତ୍ରର ମହାପର୍ବର ଫଳାଫଳକୁ ଅପେକ୍ଷା କରିଛନ୍ତି ଦେଶବାସୀ। ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ସେୟାର ମାର୍କେଟରେ ଦେଖିବାକୁ ମିଳିଛି ଉତ୍ସାହ। ସୋମବାର ସେନସେକ୍ସ ୨୦୦୦ ପଏଣ୍ଟ ଉପରକୁ ଉଠି ୭୬,୭୩୮ରେ କାରବାର ଆରମ୍ଭ କରିଛି। ସେହିପରି ନିଫ୍ଟି ୬୫୦…

ଟ୍ରମ୍ପ୍ କରୋନା ସଂକ୍ରମିତ ହେବା ପରେ…

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ବାହାରିବା କେବଳ ଆମେରିକା ନୁୁହେଁ; ବରଂ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଆଜି ଟ୍ରମ୍ପ କରୋନା ସଂକ୍ରମିତ ହେବା ଜଣାପଡ଼ିବା ପରେ ସମଗ୍ର…

ଷ୍ଟକ୍‌ ମାର୍କେଟରେ ବ୍ଲାକ୍‌ ଫ୍ରାଇଡେ,…

ମୁମ୍ବଇ: ସାରା ବିଶ୍ଵରେ କରୋନା ଏହାର କାୟା ବସ୍ତାର କରିସାରିଲାଣି। ଏହି କାରଣରୁ ବିଶ୍ଵବ୍ୟାପୀ ଶେୟାର ମାର୍କେଟ ଅବସ୍ଥା ମାନ୍ଦା ହୋଇପଡ଼ିଛି। ଏହାର ପ୍ରଭାବ ଭାରତୀୟ ବଜାରରେ ବି ପଡ଼ିଛି। ଆଜି ସପ୍ତାହର ଶେଷ କାରବର ଦିବସରେ ସେନ୍‌ସେକ୍ସ ଏବଂ ନିଫ୍‌ଟୀ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି, ଯେଉଁଥି ପାଇଁ…