Odisha Link
Bridging the Missing Links in Odisha
Browsing Tag

stone truck

ସୋର-ବାଗୁଡ଼ି ମୁଖ୍ୟ ରାସ୍ତା ଅବରୋଧ

ବାଲେଶ୍ୱର: ସୋର-ବାଗୁଡ଼ି ମୁଖ୍ୟ ରାସ୍ତାର ଆଙ୍ଗୁଳା ଛକ ପାର୍ଶ୍ୱରେ ଶୋଇଥିବା ତିନୋଟି ଷଣ୍ଢଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ସୋର ବାଗୁଡ଼ି ଅଞ୍ଚଳରେ ଥିବା ପଥର ଖାଦନରୁ ଅନେକ ଟ୍ରକ୍‌ ପଥର ପରିବହନ କରନ୍ତି। ଆଜି ଦୁର୍ଘଟଣା ଘଟାଇଥିବା…