Odisha Link
Bridging the Missing Links in Odisha
Browsing Tag

Strike

ଚାଷୀ ଆନ୍ଦୋଳନ: ଚକା ଜାମ୍

ଭୁବନେଶ୍ବର: ଆଜି ଦେଶବ୍ୟାପୀ ‘ଚକାଜାମ୍’ କରୁଛନ୍ତି ଚାଷୀ ସଂଗଠନ। କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଭିନ୍ନ ସ୍ଥାନରେ ରାସ୍ତାରୋକା କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଣ୍ଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ। ମାଷ୍ଟରକ୍ୟାଣ୍ଟିନ ଛକରେ ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନ…

କାର ଧକ୍କାରେ ଯୁବକ ମୃତ, ରାସ୍ତା ରୋକ…

ବଲାଙ୍ଗୀର : କାର ଧକ୍କାରେ ଯୁବକ ମୃତ। ସଇଁତଳା ବଙ୍ଗଳା ଚକର ୨୬ ନମ୍ବର ଜାତୀୟ ପଥରେ ମୃତ ଦେହ ରଖି ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରାଯାଇଛି। ମୃତ ଯୁବକ ହେଲେ ସଇଁତଳାର ଶ୍ରୀକାନ୍ତ ଭୋଇ। ପ୍ରକାଶ ଯେ, ସୋମବାର ସକାଳେ ଦେଉଳଗୁଡି ଛକରେ…

୫ ଦଫା ଦାବିରେ ତାଳଚେର ସୁରକ୍ଷା ମଞ୍ଚ…

ତାଳଚେର: ୫ ଦଫା ଦାବି ନେଇ ଆଜି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ତାଳଚେରରେ ଅର୍ଥନୈତିକ ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଅର୍ଥନୈତିକ ଅବରୋଧ ଯୋଗୁଁ ତାଳଚେରରେ ଏମସିଏଲ କୋଇଲାଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହେବାସହ ଏନଟିପିସି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନଗୁଡ଼ିକରେ…

ପିଓକେରେ ଭାରତର ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଆଜି ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତ ଏୟାର ଷ୍ଟ୍ରାଇକ୍ କରିଛି। ପିନ୍‌ ପଏଣ୍ଟ ଷ୍ଟ୍ରାଇକରେ ସୀମା ସେପାଖରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରିଛି ଭାରତୀୟ ସେନା। ପିଓକେରେ ପାକିସ୍ତାନ ସେନା ସମର୍ଥନରେ ଚାଲୁଥିବା ​‌ଭାରତ ବିରୋଧୀ ଆତଙ୍କବାଦ ବିରୋଧରେ ଏହା ବର୍ତ୍ତମାନ…

୨୬ରେ ଦେଶବ୍ୟାପି ଶ୍ରମିକ ଧର୍ମଘଟ

ନାଲକୋନଗର: ଚଳିତ ମାସ ୨୬ ତାରିଖରେ ଦେଶ ବ୍ୟାପି ଶ୍ରମିକ ଧର୍ମଘଟ ହେବ। ଏହା କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧୀ ନୀତିକୁ ବିରୋଧରେ ଏହି ଧର୍ମଘଟ ଅନୁଷ୍ଠିତ ହେବ। ଏହାକୁ ସଫଳ କରିବା ପାଇଁ ଆଜି ନାଲକୋ ଶ୍ରମିକ କଂଗ୍ରେସ ୟୁନିୟନ…

ଲେବର ରୁମ୍ ଆଗରେ ଧାରଣା ଦେଲେ ପରିବାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସା ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁକୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଲେବର ରୁମ୍ ଆଗରେ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ , ଅଳନ୍ଦାଶାର ଗାଁର ପ୍ରସୂତି ଜୟଶ୍ରୀ…

କଟକର ସେଲ୍ଟର ଛକର ରାସ୍ତା ରୋକ କଲେ…

କଟକ: କଟକର ସେଲ୍ଟର ଛକରେ ମହିଳାମାନେ ରାସ୍ତାରୋକ କରିଛନ୍ତି । ସେମାନେ ଏହି ରାସ୍ତା ରୋକ ଜମିଜମା ବିବାଦକୁ ନେଇ କରିଥିବାର ସୂଚନା ମିଳିଛି। ମହିଳାମାନେ ଅଭିଯୋଗ ଆଣିଛନ୍ତି କି ଗତକାଲି ରାତିରେ ସେହି ଅଞ୍ଚଳର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିଲା । ସେମାନେ ଉକ୍ତ ଜମିରେ ଗତ ୫୦ ବର୍ଷ ହେବ…

ରାଜ୍ୟରେ ଚାଷୀ ଆନ୍ଦୋଳନ

ଭୁବନେଶ୍ବର: କୃଷି ବିଲ୍‌କୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏହା ସହିତ ଭୁବନେଶ୍ବର ଏଜି ଛକରେ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ବିକ୍ଷୋଭ ଜାରି ରହିଛି। କିଛି ଆନ୍ଦୋଳନ କାରି ଲୋକସେବା ଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଉଠାଇ ନେଲା ପୋଲିସ।…

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ରାଜଭବନ ନିକଟରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ସେମାନଙ୍କର ଗୋଟିଏ ଦାବି ଆମକୁ ମିଳୁ ଦରମା ଆଉ କରୋନାରୁ ସୁରକ୍ଷା ପାଇଁ ସୁରକ୍ଷା କିଟ୍। ଧାରଣାରେ ବସିଛନ୍ତି ପ୍ରାୟ ୬୦ରୁ ଅଧିକ ମହିଳା ଓ ପୁରୁଷ ସଫେଇ କର୍ମଚାରୀ। ବିଏମସିର ସଫେଇ କାମକୁ ଠିକାରେ ନେଇଥିବା ଠିକାସଂସ୍ଥା, ଏହି ସଫେଇ…

୧୧ ତାରିଖରେ କେନ୍ଦୁପତ୍ର ଶ୍ରମିକଙ୍କ…

ଭୁବନେଶ୍ବର: ବହୁବିଧ ଦାବି ନେଇ ଆସନ୍ତା ୧୧ ତାରିଖରେ ରାଜରାସ୍ତାକୁ ଓହ୍ଲାଇବେ କେନ୍ଦୁପତ୍ର ଶ୍ରମିକ। ରାଜ୍ୟର ୨୧ଟି ଜିଲ୍ଲାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥକୁ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ୍‌ କର୍ମଚାରୀ ଅବରୋଧ କରିବେ ବୋଲି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।…