Odisha Link
Bridging the Missing Links in Odisha
Browsing Tag

Strike

କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: କାଲିଠୁ ୨ ଦିନିଆ ବଲାଙ୍ଗିର ବନ୍ଦ। ବଲାଙ୍ଗିର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ୧୯ ଏବଂ ୨୦ ତାରିଖରେ ବଲାଙ୍ଗିର ସମସ୍ତ ବ୍ୟାଙ୍କ୍‌, ସରକାରୀ ଅଫିସ୍, ପୋଷ୍ଟ ଅଫିସ୍‌ ବନ୍ଦ ରହିବ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ…

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ସିଟି ହସ୍ପିଟାଲ ଦାବିରେ ଢ଼େଙ୍କାନାଳରେ ତେଜିଲା ଆନ୍ଦୋଳନ । ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସଂଘ ଓ ସଂଗଠନ। ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସେହିପରି ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଜୀବନଯାତ୍ରା ଠପ ହୋଇଯାଇଛି। ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ ମହଲରେ…

ଓକିଲ ଆନ୍ଦୋଳନକୁ ବିଜେପିର ସମର୍ଥନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ଓକିଲଙ୍କ ଆନେ୍ଦାଳନକୁ ବିଜେପି ପକ୍ଷରୁ ସମର୍ଥନ କରାଯାଇଛି। ବିଜେପି ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ଆଗକୁ କରିବ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ସେହିପରି ବରଗଡ଼ ପରିସ୍ଥିତି ନେଇ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ଶ୍ରୀ ପୂଜାରୀ…

ଆଜି ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶା ଓକିଲ ସଂଙ୍ଘ ପକ୍ଷରୁ ‘ଫାଇଟ୍‌ ଫର ଲୟର୍ସ ରାଇଟ୍ସ’ ବ୍ୟାନରରେ କରାଯାଇଥିବା ଏହି ବନ୍ଦ ପାଳନ ଯୋଗୁ ସମଗ୍ର ଅଞ୍ଚଳରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌…

ପାନୀୟ ଜଳ ଦାବିରେ ମହିଳାଙ୍କ ରାସ୍ତାରୋକ

ଢେଙ୍କାନାଳ: ପାନୀୟ ଜଳ ପାଇଁ ମହିଳାମାନେ ହାତରେ ଗରା ବାଲଟି ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲାର ୯ ନମ୍ବର ୱାର୍ଡ଼ ଫଟାବନ୍ଧ ନିକଟରେ ଦେଖିବାକୁ ମିଳିଛି। ପାନୀୟ ଜଳ ଦାବିରେ ମହିଳାମାନେ ଏହି ଧାରଣା ଦେଉଥିବା ସହ ରାସ୍ତାରୋକ କରିଛନ୍ତି। ଫଳରେ ଢେଙ୍କାନାଳ-ଭାପୁର…

ନିଖୋଜ ପୁଅକୁ ଖୋଜିବା ଦାବିରେ ମା’ର…

ଜି. ଉଦୟଗିରି : ମୋ ପୁଅ ୧୯ ଦିନ ହେଲାଣି ଘରୁ ଯାଇଛି ଯେ ଫେରି ନାହିଁ। ଖୋଜି ଖୋଜି ନୟାନ୍ତ ହେବା ପରେ ରାଇକିଆ ପୁଲିସ୍‌କୁ ଗୁହାରି କଲୁ। ହେଲେ ପୁଲିସ୍‌ କିଛି କରୁନି। ତେଣୁ ମୁଁ ଆଜିଠରୁ ଆମରଣ ଅନଶନରେ ବସିଲି। ହଜି ଯାଇଥିବା ପୁଅକୁ ଖୋଜି ପାଉ ନ ଥିବା ଜଣେ ମା’ କୋହଭରା କଣ୍ଠରେ ଏପରି କହିଛି। ସେପଟେ…

୫ ଦଫା ଦାବି ନେଇ ଧାରଣା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ପଣ୍ଡାଳମ ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ ବୋର୍ଡର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ ତଥା ୫ ଦଫା ଦାବି ନେଇ ବୋର୍ଡର ସଦସ୍ୟ ଓ ଶତାଧିକ ଗ୍ରାମବାସୀ ବାଙ୍କୀ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି। ଯେ…

ନରହନ୍ତା ଦନ୍ତା ପାଇଁ ରାସ୍ତାରୋକ

ଯାଜପୁର: ଯାଜପୁର ଦାନଗଦୀ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରେ ଟାୟାର ଜାଳି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ…

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର: ଆଜି ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜୁରରୀ ବୈଠକ ବସିଥିଲା। ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ…

ଶିକ୍ଷକ ଅଭାବରୁ ଧାରଣାରେ ବସିଲେ…

ଆଠଗଡ଼: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ମାଳିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ନରସିଂହପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଗୋଟିଏ…