ଜାନୁଆରୀ ୮ରେ ହେବ ଦେଶବ୍ୟାପୀ ଧର୍ମଘଟ
ଭୁବନେଶ୍ବର: ଦେଶରେ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ମୂଲ୍ୟବୃଦ୍ଧି, ବେରୋଜଗାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଏବଂ ଶ୍ରମ ଆଇନର କୋର୍ଡିଫିକେସନ୍ ବିରୁଦ୍ଧରେ ଦାବି କରି ଆସନ୍ତା ଜାନୁଆରୀ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ରାଜ୍ୟସ୍ତରୀୟ ଶ୍ରମିକ ଅଧିବେଶନରେ ଆହ୍ନାନ…