Odisha Link
Bridging the Missing Links in Odisha
Browsing Tag

Student

ବିବାଦୀୟ ପରୀକ୍ଷା କେନ୍ଦ୍ରରେ ପୁଣି…

ଓଏଲ୍‌ ବ୍ୟୁରୋ: ପୁଣି ନିଯୁକ୍ତି ଦୁର୍ନୀତି ପାଇଁ ସରକାରୀ ପ୍ରୋତ୍ସାହନ। ବିବାଦୀୟ ପରୀକ୍ଷା କେନ୍ଦ୍ରରେ ପୁଣି ପରୀକ୍ଷା ପାଇଁ ଯୋଜନା । ସାରା ଭାରତବର୍ଷରେ ନରମାଲାଇଜେସନକୁ ଛାତ୍ରମାନେ ବିରୋଧ କରୁଥିବା ବେଳେ ଓଡିଶା ସରକାର ପ୍ରୋତ୍ସାହନ ଦେଉଛନ୍ତି କାହିଁକି ? ସରକାର ଓ ସଂସ୍ଥା ଯାହାକୁ ଚାହିଁବେ ଚାକିରୀ…

ପାଞ୍ଚ ଛାତ୍ରଙ୍କୁ ବର୍ଷେ ପାଇଁ ନିଲମ୍ବିତ

ଓଏଲ୍‌ ବ୍ୟୁରୋ:କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଜୁନିୟରଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଇଞ୍ଜିନିୟରିଂ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିବା ପରେ କଲେଜ କର୍ତ୍ତୃପକ୍ଷ…

ଏବେ ୩ଥର ଜେଇଇ ଆଡଭାନ୍ସ ଦେଇପାରିବେ…

ଓଏଲ୍‌ ବ୍ୟୁରୋ:ଜେଇଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀମାନେ ଏବେଠାରୁ ୩ ଥର ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ । ନୂଆ ଗାଇଡଲାଇନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ। ଏହାପୂର୍ବରୁ ଜେଇ ଆଡଭାନ୍ସ ପରୀକ୍ଷା ୨ ବର୍ଷରେ ଦୁଇଥର ଦେଇପାରୁଥିଲେ ଛାତ୍ରଛାତ୍ରୀ ।…

ଆର.ଆଇ ପରୀକ୍ଷା ବାତିଲ ଦାବିରେ ଆଶାୟୀଙ୍କ…

ଓଏଲ୍‌ ବ୍ୟୁରୋ: ଓଏସଏସଏସସିର ଆର.ଆଇ, ପରୀକ୍ଷାରେ ବ୍ୟାପକ ଅନୀୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ବିରୋଧରେ ବନ୍ଦ ହେଉନି ଆନ୍ଦୋଳନ। ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ନେତୃତ୍ବରେ ହଜାର ହଜାର ମେଧାବୀ ଜାରି ରଖୁଛନ୍ତି ବିରୋଧ । ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାବି କରି ଲୋୟର ପି.ଏମ୍.ଜିରେ…

ନ୍ୟାୟ ମାଗୁଛି ପୀଡ଼ିତା ଛାତ୍ରୀ,…

ଓଏଲ୍‌ ବ୍ୟୁରୋ: ପବିତ୍ର ସମ୍ପର୍କରେ ପାପ ନଜର। ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଲା କଳାଦାଗ। ବିଜ୍ଞାନ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ବିଜ୍ଞାନ ସାର। କିନ୍ତୁ ଛାତ୍ରୀ ଜଣକ ସାରଙ୍କ ପ୍ରେମକୁ ଅଗ୍ରାହ୍ୟ କରିଥିଲେ। ପ୍ରେମରେ ନିରାଶ ହୋଇଥିବା ସାର୍‌ ପରବର୍ତ୍ତୀ ସମୟରେ ଭୟ ଦେଖାଇ ଛାତ୍ରୀଙ୍କ ସହ…

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ…

ମାଲକାନଗିରି: କୋଭିଡ୍‌ କାରଣରୁ ପ୍ରାୟ ୨ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଫେବ୍ରୁଆରୀ ୭ ତାରିଖରୁ ପୁଣି ଖୋଲିଛି। ତେବେ ସ୍କୁଲକୁ ଯିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭିମରାଙ୍ଗିରି ଗାଁରେ ଘଟିଛି…

ଅନଲାଇନ୍‌ ପରୀକ୍ଷା ଦାବିରେ…

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଯାଏହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଅନଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଅନଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ଦାବି କରି ଆଜି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ…

ବିନିକା ସ୍ଥିତ ଯୁକ୍ତ ୨ କଲେଜର ୬…

ବିନିକା : ରାଜ୍ୟରେ ପୁଣି ଘାରିଲାଣି କରୋନା ପ୍ରକୋପ। କଟକ ପରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ବିନିକା ଗୋଷ୍ଠୀ…

ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ…

ମଦନପୁର: ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ହୋଇଥାଏ। କଳାହାଣ୍ତି ଜିଲ୍ଲାର ଜଣେ ଶିକ୍ଷକ ଛାତ୍ରୀଙ୍କୁ ବିବାହ କରିବା ପ୍ରଲୋଭନ ଦେଖାଇ ଦୁଇ ବର୍ଷ ଦେବ ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏପରିକି ଛତ୍ରୀ ଜଣଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡି ପଳାଇଥିଲେ…

ନିଟ୍ ପରୀକ୍ଷାରେ ବିଫଳ ହେବାରୁ ଛାତ୍ରଙ୍କ…

ଯାଜପୁର: ନିଟ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା। ମେଡିକାଲ ପ୍ରବେଶିକା ପରୀକ୍ଷାରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଯାଜପୁରରୋଡ (ଦଳା) ଅଞ୍ଚଳର ବୀରେନ ପଲେଇଙ୍କ ପୁଅ ଡି ସୌରଭ (୨୨)। ପରୀକ୍ଷାରେ ଫଳ ଖରାପ ହେବାରୁ ଘରୁ ଚାଲିଯାଇ ଥିବା ବେଳେ ବୈତରଣୀ…