ଓଡ଼ିଶାରେ ଆଉ ଏକ କିଡ଼ନୀ ପ୍ରତିରୋପଣ ସଫଳ
ଭୁବନେଶ୍ବର : ଗତକାଲି ଓଡ଼ିଶାରେ ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ ସଫଳ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଚିତ୍ରାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପରିବାର ଲୋକେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ।ଫଳରେ ସୁଚିତ୍ରାଙ୍କ ଶରୀରରରୁ କିଡନୀ…