କିଣାକିଣି ପାଇଁ ଗାଡ଼ିରେ ଯାଆନ୍ତୁ ନାହିଁ:…
ଭୁବନେଶ୍ବର: ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଗତକାଲି ରାତି ୮ଟାରୁ ସଟ୍ଡାଉନ୍ ଉଠିଯାଇଛି ଏବଂ ପୂର୍ବପରି ଲକ୍ଡାଉନ୍ ବଳବତ୍ତର ରହିବ। ହେଲେ ଭୁବନେଶ୍ବର ଓ କଟକରେ ଲକ୍ଡାଉନ୍ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍ ବା କାର୍ ନେଇ ଯାଇପାରିବେନି। ଏଭଳି…