ଆତ୍ମହତ୍ୟା କଲେ ମମିତା ମେହେର ମୃତ୍ୟୁ…
ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆଉ ଏକ ମୋଡ। ପୀଡିତା ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବରରୁ ଜଣା ପଡିଛି। ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…