ଦବିଲା ସୁକତେଲ ବ୍ରିଜ୍
ବଲାଙ୍ଗିର: ଦବିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ। ବ୍ରିଜ ନିର୍ମାଣକୁ ୫ ବର୍ଷ ପୁରି ନଥିବା ବେଳେ ଏହା ଦବି ଯାଇଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ଏହି ବିଜ୍ରଟି ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି।…