ସମ୍ ଅଲ୍ଟିମେଟ ମେଡିକେୟାରରେ ନବଜାତ…
ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ଏକ ନବଜାତ ଶିଶୁଠାରେ ଦେଖାଦେଇଥିବା ବିରଳ ଜନ୍ମଗତ ତ୍ରୁଟିର ଅସ୍ତ୍ରୋପଚାର କରି ତାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେଇଥିବା ଏହି ଶିଶୁପୁତ୍ରଟିର ଓଜନ ମାତ୍ର ୨ କିଲୋ ଥିବାବେଳେ ଜନ୍ମ…