ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କୁ…
ଭୁବନେଶ୍ୱର: ସେବା, ସଂସ୍କାର ଓ ସଂଗ୍ରାମ କ୍ଷେତ୍ର ପାଇଁ ପରିଚିତି ଲାଭ କରିଥିବା ଓଡ଼ିଶାର ଚୌଧୁରୀ ପରିବାର ପୁଣି ଏକ ନୂଆ ଇତିହାସ ସୃଷ୍ଟି କରିଛି । ବିଶିଷ୍ଟ ସର୍ବୋଦୟ ନେତ୍ରୀ ସୁମିତ୍ରା ଚୌଧୁରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ତାଙ୍କ ପୁତ୍ରବଧୂ ଆରତୀ ଚୌଧୁରୀ ମୁଖାଗ୍ନି ଦେଇଛନ୍ତି ।ଏଠାରେ ଉଲ୍ଲେଖନୀୟ…