Odisha Link
Bridging the Missing Links in Odisha
Browsing Tag

sun hospital

ସନ୍‌ ହସ୍ପିଟାଲ୍‌ ସାମୟିକ ବନ୍ଦ

କଟକ: ସନ୍‌ ହସ୍ପିଟାଲ୍‌ ସାମୟିକ ବନ୍ଦ। କନିକା ଛକ ସ୍ଥିତ ସନ୍‌ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ହସ୍ପିଟାଲ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି, ନୀତିନିୟମ ଖିଲାପ୍‌ କରିଥିବା ଯୋଗୁଁ ହସ୍ପିଟାଲ୍‌କୁ ଏବେ ସାମୟିକଭାବେ ବନ୍ଦ ପାଇଁ ଆଜି ପ୍ରଶାସନ ପକ୍ଷରୁ…

ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ଘରୋଇ…

କଟକ : ବିନା ଫାୟାର ଲାଇସେନ୍ସରେ ଚାଲିଥିଲା ଘରୋଇ ହସ୍ପିଟାଲ। ଏହା ଖୋଦ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି। ଏନେଇ ଚିଫ୍‌ ଫାୟାର ଅଫିସର କହିଛନ୍ତି, ଫାୟାର ଲାଇସେନ୍ସ ନ ଥାଇ ହସ୍ପିଟାଲ ଚାଲିଥିଲା। ପୂର୍ବରୁ ମକ୍ ଡ୍ରିଲ ଜରିଆରେ ସତର୍କ କରାଯିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ…