Odisha Link
Bridging the Missing Links in Odisha
Browsing Tag

Sunki

ସୁଙ୍କି ଘାଟିରୁ ମାଟି ଧସି ଯାତାୟତ ଠପ୍

ଜୟପୁର: ଜୟପୁର ସୁଙ୍କି-ସାଲୁର ଘାଟିରେ ମାଟି ଅତଡା ଖସି ଗମନାଗମନ ଠପ। ଏହି ରାସ୍ତା ଦେଇ ଆନ୍ଧ୍ରକୁ ଯାଉଥିବା ଶହ ଶହ ଗାଡି ଉଭୟ ପାର୍ଶ୍ୱରେ ଅଟକି ରହିଛି। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରକୁ ଯାଉଥିବା ଗାଡି ବି ଅଟକି ରହିଛି। ସୁଙ୍କି ଘାଟିର ସାଲୁର ନିକଟରେ ମାଟି ଅତଡା ଧସିବା ଫଳରେ ଏଭଳି ପରିସ୍ଥିତି…