Odisha Link
Bridging the Missing Links in Odisha
Browsing Tag

SUPERME COURT

ଉନ୍ନାଓ ଦୁର୍ଘଟଣା ମାମଲା: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଉନ୍ନାଓ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ସୁପ୍ରିମକୋର୍ଟ ସୋମବାର ଅଧିକ ୨ ସପ୍ତାହ ମହଲତ ଦେଇଛନ୍ତି। ଏଥି ସହିତ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଦେବା ପାଇଁ ଉତ୍ତର…

ଝିଅଙ୍କ ବିବାହ ପାଇଁ ନ୍ୟୂନତମ ବୟସ ୨୧…

ନୂଆଦିଲ୍ଲୀ: ଝିଅଙ୍କ ବିବାହ ବୟସର ନ୍ୟୂନତମ ସମୟ ସୀମା ୧୮ ପରିବର୍ତ୍ତେ ୨୧ ହେଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮…

ଅଯୋଧ୍ୟା ପ୍ରସଙ୍ଗ: ଆଜିଠୁ ଦୈନିକ ଶୁଣାଣି…

ନୂଆଦିଲ୍ଲୀ: ଆଜିଠୁ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ପ୍ରତିଦିନ ଶୁଣାଣି ହେବ। ମଧ୍ୟସ୍ଥତା ମାଧ୍ୟମରେ ବିବାଦର କୌଣସି ରାସ୍ତା ବାହାର କରିବାର ଉଦ୍ୟମ ବିଫଳ ହେବା ପରେ ଏବେ ସୁପ୍ରିମକୋର୍ଟ ଏହି ମାମଲାର ଦୈନିକ ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

ଅଯୋଧ୍ୟା ଜମି ବିବାଦ ମାମଲାର ପରବର୍ତ୍ତୀ…

ନୂଆଦିଲ୍ଲୀ: ଅଗଷ୍ଟ ୨ରେ ଅଯୋଧ୍ୟା ଜମି ବିଦାବର ମାମଲା ହେବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲା ପାଇଁ ଗଠିତ ହୋଇଥିବା ତିନି ସଦସ୍ୟ ବିଶିଷ୍ଟ ପାନେଲ୍ କମିଟି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ…

କର୍ଣ୍ଣାଟକ ରାଜନୀତି: ବାଚସ୍ପତି ନେବେ…

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟରେ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତି ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁସାରେ, ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ…

ଜୁଲାଇ ୧୬ ଯାଏଁ କୌଣସି ନିଷ୍ପତ୍ତି…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମାମଲା। ଦିନକୁ ଦିନ ଜଟିଳ ସ୍ଥିତି ଦେଇ ଯାଉଛି କର୍ଣ୍ଣାଟକ ରାଜ୍ୟ। କର୍ଣ୍ଣାଟକା ସରକାରରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆବଶ୍ୟକ ତଥ୍ୟ ଆସିନାହିଁ। ତେଣୁ ଆଜି ଶୁଣାଣି କରିପାରିବେ ନାହିଁ ବୋଲି…

ସଂଧ୍ୟା ୬ଟା ସୁଦ୍ଧା ଇସ୍ତଫା ଦେଇଥିବା ୧୦…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କର୍ଣ୍ଣାଟକ ରାଜନୀତି। କର୍ଣ୍ଣାଟକରେ ଇସ୍ତଫା ଦେଇଥିବା ୧୦ ବିଧାୟକ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତି ରମେଶ କୁମାରଙ୍କୁ ଭେଟିବେ। ଏନେଇ ଆଜି ସୁପ୍ରିମକୋର୍ଟ ଇସ୍ତଫା ଦେଇଥିବା ବିଧାୟକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସୁରକ୍ଷା ପୁଲିସ ଯୋଗାଇ ଦେବାକୁ…

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ…

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଏଥି ସହିତ ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ…

ଏଣିକି ଓଡ଼ିଆ ଭାଷାରେ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ଏଣିକି ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ପ୍ରକାଶିତ ହେବ। ଖୁବଶୀଘ୍ର ଇଂରାଜୀ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶିତ ହେବ ସୁପ୍ରିମକୋର୍ଟଙ୍କ ରାୟ। ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ମାସର ଶେଷ ଭାଗରେ ହଁ ସୁପ୍ରିମର୍କୋଟଙ୍କ ଓ୍ବେସାଇଟରେ ଏହି ୬ଟି ଭାଷାରେ…

‘କାଳିଆ’କୁ ନେଇ ରାଜ୍ୟ…

ଭୁବନେଶ୍ୱର: ‘କାଳିଆ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ସୁପ୍ରିମକୋର୍ଟ। କାଳିଆ ଭଳି ଅନ୍ୟ ଯୋଜନା ଯେପରିକି ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଆଦି ବିଭିନ୍ନ ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ତେଲେଙ୍ଗାନାର ପେଣ୍ଟାପାଲି ପୁଲାରାଓଙ୍କ…