Odisha Link
Bridging the Missing Links in Odisha
Browsing Tag

SUPERME COURT

ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ…

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜସ୍ଥାନ…

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟର…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ। ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦଶେକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ(ଏସଏଲପି) ଦାଖଲ କରିଛନ୍ତି। ଆଡଭୋକେଟ ସୁନିଲ ଫର୍ଣ୍ଣାଡିସଙ୍କ ଜରିଆରେ ଏହି ଆବେଦନ…

ବଡ଼ ଖବର: କଟକଣା ମଧ୍ୟରେ ହେବ ରଥଯାତ୍ରା,…

ନୂଆଦିଲ୍ଲୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର। ସମସ୍ତ କଳ୍ପନା ଜଳ୍ପନର ଅନ୍ତ ଘଟିଲା। ଆସନ୍ତାକାଲି ଅନୁଷ୍ଠିତ ହବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରିନ୍‌ ସିଗନାଲ। ୩ ଜଣିଆ ଖଣ୍ଡପୀଠରେ ସିଜେଆଇ ଏସ୍‌. ଏ ବୋବଡେ, ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍‌ ଏଏସ୍‌…

ରଥଯାତ୍ରା ମାମଲା: ଅପରାହ୍ନ ୨.୩୦ରେ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରିବର୍ତ୍ତେ ୨ଟା ୩୦ରେ ରଥଯାତ୍ରା ମାମଲାର ଶୁଣାଣି କରାଯିବ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏହି ୩ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ, ସିଜେଆଇ ଏସ୍‌ ଏ ବୋବଡେ ଓ ଜଷ୍ଟିସ୍‌…

ସୁପ୍ରିମକୋର୍ଟରେ ରଥଯାତ୍ରା : ସିଜେଆଇଙ୍କ…

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର…

ରଥଯାତ୍ରା ପାଇଁ ଶେଷ ଆଶା, ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ।  ପୁରୀରେ ରଥଯାତ୍ରା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ଆଜି ପୂର୍ବାହ୍ଣ…

ରଥାଯାତ୍ରା ପ୍ରସଙ୍ଗ: କାଲି ଦିନ ୧୧ ଟାରେ…

ନୂଆଦିଲ୍ଲୀ: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ।  ହେଲେ ଏସବୁ ମଧ୍ୟରେ ବଡ଼ ଖବର। ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ…

ରଥଯାତ୍ରା ପ୍ରସଙ୍ଗ: ସରକାର ନୁହେଁ ଭକ୍ତ…

ଭୁବନେଶ୍ବର: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ। ଆସନ୍ତା ସୋମବାର ଦିନ ଯଦି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ ଦାଖଲ…

ହେବ କି ରଥଯାତ୍ରା?, ସୋମବାରକୁ ଅପେକ୍ଷା

ଭୁବନେଶ୍ବର: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ। ଆସନ୍ତା ସୋମବାର ଦିନ ଯଦି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରାକୁ ନେଇ ଦାଖଲ…

ଏଣିକି ଖାଲି ରହିବ ବିମାନର ମଝି ସିଟ୍‌,…

ନୂଆଦିଲ୍ଲୀ: ପ୍ରାସ ୨ ମାସ ପରେ ଦେଶରେ ଆଜି ଆରମ୍ଭ ହୋଇଛି ବିମାନ ସେବା। ଅପରପକ୍ଷେ ବିମାନର ମଝି ସିଟ୍‌ ଖାଲି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…