Odisha Link
Bridging the Missing Links in Odisha
Browsing Tag

SUPERME COURT

କୋଭିଡ-୧୯ ପରୀକ୍ଷା ମାଗଣାରେ ହେଉ, ସରକାର…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କୋଭିଡ-୧୯ ପରୀକ୍ଷା ମାଗଣାରେ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର କିଛି ବ୍ୟବସ୍ଥା କରନ୍ତୁ ଓ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି…

କରୋନା: ଏଣିକି ସୁପ୍ରିମକୋର୍ଟରେ ଭିଡିଓ…

ନୂଆଦିଲ୍ଲୀ: ଗାଁ ଠୁ ଆରମ୍ଭ କରି ସହର ସବୁଠି କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦିନକୁ ଦିନ କରୋନା ଭାଇରସ ଭାରତରେ ତାର କାୟା ବିସ୍ତାର କରୁଛି। ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ଓ କଟକଣା ଜାରି କରିଛନ୍ତି । ଏଣିକି ଭିଡିଓ କନଫରେନ୍ସି ମାଧ୍ୟମରେ ମାମଲାର ହେବ ଶୁଣାଣି। ଭିଡିଓ…

ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ…

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଓମାର ଅବଦୁଲ୍ଲାଙ୍କୁ ନେଇ କେନ୍ଦ୍ର ସରକାର ଓ ଜମ୍ମୁ କଶ୍ମୀର ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ ଆସନ୍ତା ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ଓ ଜମ୍ମୁ କଶ୍ମୀର ପ୍ରଶାସନକୁ କହିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ କେନ୍ଦ୍ର…

ମଧ୍ୟପ୍ରଦେଶ ରାଜନୀତି: ବିଜେପି ପରେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଗତକାଲି ବିଜେପି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ପିଟିସନରେ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ।…

ନାଗରିକତା ଆଇନ୍‌: ସୁପ୍ରିମକୋର୍ଟରେ ଜବାବ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲାରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର। ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି ବୋଲି ସରକାର କୋର୍ଟଙ୍କୁ କହିଛନ୍ତି। ସୁପ୍ରିମକୋର୍ଟଙ୍କୁ…

ମଧ୍ୟପ୍ରଦେଶ ରାଜନୀତି: ଆସନ୍ତାକାଲିକୁ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ । କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ ପାଇଁ ବିଜେପି ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରମିକୋର୍ଟ ବୁଧବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ଅଦାଲତ କମଲନାଥ…

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ…

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପୁଣି ଏକ ନୂଆ ଟୁଇଷ୍ଟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି। ସେ ଦାଖଲ କରିଥିବା ପିଟିସନରେ ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଛି। ଅପରପକ୍ଷେ…

ଶାହୀନ ବାଗ ପ୍ରସଙ୍ଗରେ ମଧ୍ୟସ୍ଥି…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଆଜି ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଷନ ଓ ଜଷ୍ଟିସ କେଏମ ଯୋଜେଫ କହିଛନ୍ତି, “ଆପଣମାନେ ଆନ୍ଦୋଳନ କରିପାରିବେ। ଏହା ଆପଣମାନଙ୍କର ଅଧିକାର। କିନ୍ତୁ ଆନ୍ଦୋଳନ ଆଳରେ ରାସ୍ତା ବନ୍ଦ…

ଶାହିନ ବାଗ ଆନ୍ଦୋଳନ: ଆଜି ସୁପ୍ରିମ…

ନୂଆଦିଲ୍ଲୀ: ଆଜି ଶାହିନ ବାଗ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। ଏହା ପୂର୍ବରୁ ଫେବୃଆରୀ ୧୦ରେ ଶୁଣାଣି କରିଥିଲେ ସୁପ୍ରିମ କୋର୍ଟ। ଶୁଣାଣି କରି କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ।…

ନିର୍ଭୟା ମାମଲା: ଦୋଷୀ ବିନୟର ପିଟିସନ୍…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନିର୍ଭୟା ମାମଲାର ଅଭିଯୁକ୍ତ ଦୋଷୀ ବିନୟ ଶର୍ମାର ପିଟିସନ୍‌ ଖାରିଜ କରି ଦେଇଛନ୍ତି। ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ଦୋଷୀ ବିନୟ। ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ଦୋଷୀ ବିନୟର ମାନସିକ ଅବସ୍ଥା ଠିକ୍‌…