Odisha Link
Bridging the Missing Links in Odisha
Browsing Tag

SUPERME COURT

AGR ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଟେଲିକମ୍‌ କମ୍ପାନୀମାନେ ବକେୟା ପଇସା ଦେଇ ନଥିବାରୁ କେନ୍ଦ୍ର ସରକାର ଏବଂ ଟେଲିକମ କମ୍ପାନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଏହାପରେ ଟେଲିକମ କମ୍ପାନୀମାନଙ୍କ ଏମଡିଙ୍କ ବିରୋଧରେ କୋର୍ଟ…

ନିର୍ଭୟା ମାମଲା: ଆଜି ଦୋଷୀ ଅକ୍ଷୟର…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ଅକ୍ଷୟର ଶୁଣାଣି ହେବ। ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁରର ଶୁଣାଣି ଆଜି ହେବ। ଆଜି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଦିନ ୧ଟା ବେଳେ ଏହି କ୍ୟୁରେଟିଭ ପିଟିସନର ଶୁଣାଣି…

ନିର୍ଭୟା ମାମଲା: ସୁପ୍ରିମକୋର୍ଟ ଗଲା…

ନୂଆଦିଲ୍ଲୀ: ଆସନ୍ତା ୧ରେ ଫାଶୀ ପାଇବେ ନିର୍ଭୟା ମାମଲାର ୪ ଦୋଷୀ। ହେଲେ ଏହା ପୂର୍ବରୁ ପୁଣିଥରେ ଦେଖିବାକୁ ମିଳିଛି ନୂଆ ଟୁଇଷ୍ଟ। କାରଣ ଆଜି ନିର୍ଭୟା ମାମଲାର ଦୋଷୀ ମୁକେଶ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ରାଷ୍ଟ୍ରପତି ତା’ର ରାଜକ୍ଷମା ଆବେଦନ ଖାରଜ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ…

ନାଗିରକତା ଆଇନ ଉପରେ ଲାଗିବନି ରୋକ୍:…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ବସ୍ତି। ଆଜି ସୁପ୍ରିମକୋର୍ଟ ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ପିଟିସନଗୁଡିକ ଉପରେ ଶୁଣାଣି କରିଛନ୍ତି। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ। ସିଏଏ ଉପରେ…

ନିର୍ଭୟା ମାମଲା: ଆଜି କ୍ୟୁରେଟିଭ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ ପିଟିସନର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟରେ ହେବ। ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ୟୁରେଟିଭ ପିଟିସନ୍ ଦାଖଲ କରିଛନ୍ତି। ସୁପ୍ରିମ କୋର୍ଟର ୫ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ। ବିଚାରପତି…

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ…

ନୂଆଦିଲ୍ଲୀ: ଜାନୁଆରୀ ୧୦ରେ ସାରା ଦେଶରେ ଆଇନ୍‌ ଭାବେ କାର୍ଯ୍ୟକାରୀ ହେଲା ନାଗରିକତା ସଂଶୋଧନ ଆଇନ୍‌(ସିଏଏ)। ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅନ୍ୟପଟେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ କେରଳ…

ନିର୍ବାଚନରେ ପ୍ଲାଷ୍ଟିକ ବ୍ୟବହାର:…

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳ ଗୁଡ଼ିକ ବ୍ୟବହାର କରିଥାନ୍ତି ପ୍ଲାଷ୍ଟିକ ବ୍ୟାନର, ପୋଷ୍ଟର ଓ ହୋର୍ଡିଂ। ଏବେ ଏସବୁକୁ ନେଇ ବିରୋଧ କରାଯାଇଛି। ଏପରି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ଆବଶ୍ୟକ ନିର୍ଦେଶ ଦେବା ଲାଗି ଡବ୍ଲ୍ୟୁ ଏଡୱିନ ୱିଲସନଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି।…

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ମୋଦି…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ବାରମ୍ବାର ପ୍ରତିବନ୍ଧକ ଲଗାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏହା ହେଉଛି ମୋଦି ସରକାରକୁ…

କ୍ୟୁରେଟିଭ ପିଟିସନ କ’ଣ?, ଆଉ…

ନୂଆଦିଲ୍ଲୀ: ଆଜି ନିର୍ଭୟା ମାମଲାରେ ଫାଶି ଦଣ୍ଡ ପାଇବାକୁ ଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ  ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ଭୟା ମାମଲାରେ ଡେଥ ଓ୍ବାରେଣ୍ଟ ପାଇଥିବା ୪ଅଭିଯୁକ୍ତଙ୍କ ମଧ୍ୟରୁ ବିନୟ ଶର୍ମା ଆଜି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟରେ…

ନାଗରିକତା ଆଇନ: ବିକ୍ଷୋଭ ବିରୋଧରେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧୀ କରୁଛନ୍ତି ବିଦ୍ରୋହ। ଦିନକୁ ଦିନ ଆନ୍ଦୋଳନ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପାଇଁ ଆବେଦନ କରାଯାଇଛି। ଆଇନଜୀବୀ ଭିନୀତ ଧଣ୍ଡା ଆଜି ଏନେଇ…