Odisha Link
Bridging the Missing Links in Odisha
Browsing Tag

SUPERME COURT

ନାଗରିକତା ଆଇନ: ଶୁଣାଣି କରିବେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ସମେତ କିଛି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି। ଏ ନେଇ ତତ୍କାଳ ଶୁଣାଣୀ ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିିମକୋର୍ଟରେ ଆବଦେନ କରିଥିଲେ। ସିଏଏ ଲାଗୁ କରିବା ଫଳରେ ସାରା ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନକାରୀ…

ନିର୍ଭୟା: ଆସନ୍ତା ୧୭ରେ ରିଭ୍ୟୁ ଆବେଦନର…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ କରିଥିବା ରିଭ୍ୟୁ ଆବେଦନର। ୨୦୧୨ ମସିହାର ଏହି ମାମଲାରେ ସୁପ୍ରିମ୍‌କୋର୍ଟ ୨୦୧୭ ମସିହାରେ ଏହି ୪ ଜଣଙ୍କୁ ଦୋଷୀ ଦର୍ଶାଇ ତଳ କୋର୍ଟର ରାୟ କାଏମ ରଖିଥିଲେ। ନିର୍ଭୟା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାରେ ୪ ଜଣ…

ସୁପ୍ରିମକୋର୍ଟରେ ଖାରଜ ହେଲା ଅଯୋଧ୍ୟା…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲା ରାୟକୁ ନେଇ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଗୁଡ଼ିକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟରେ ମୋଟ୍ ୧୯ଟି ରିଭ୍ୟୁ ପିଟିସନ ପଡ଼ିଥିଲା। ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଖାରଜ କଲେ। https://twitter.com/ANI/status/1205077667189379074…

ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର…

ନୂଆଦିଲ୍ଲୀ: ବିଚାର ବିଭାଗୀୟ ତଦନ୍ତ ହେବ ହାଇଦ୍ରାବାଦ ଏନକାଉଣ୍ଟର ମାମଲ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି। ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡି ଦେବା ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ନିରପେକ୍ଷ ତଦନ୍ତ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।…

୧୦୬ ଦିନ ପରେ ଜେଲରୁ ବାହାରିବେ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମିଳିଲା ଜାମିନ୍। ସୁପ୍ରିମକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ଓ ଦୁଇ ଜଣ ଜାମିନଦାର ସମାନ ଅର୍ଥ ଜମା କରିବା ପରେ ଚିଦାମ୍ବରମ ଜେଲରୁ…

ଅଯୋଧ୍ୟା ମାମଲା ପୁଣି ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ। ତେବେ ଆଜି(ସୋମବାର) ଏହି ରାୟକୁ ଚ୍ୟାଲେଞ୍ଜ କରାଯାଇଛି। ଆଜି ରାୟର ପୁନର୍ବିଚାର ଲାଗି ଜମିୟତ ଉଲେମା-ଏ-ହିନ୍ଦ ନାମକ ମୁସଲମାନ ସଂଗଠନ…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ସିବିଆଇ। ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଅଗ୍ରୀମ ଜାମିନ୍‌ ଖାରଜ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ସିିବିଆଇ।ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ନୋଟିସ କରିଛନ୍ତି।…

କାଲି ଆସିବ ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ: ଆସନ୍ତାକାଲିକୁ ମହାରାଷ୍ଟ୍ର ରାୟ ଶୁଣାଇବେ ସୁପ୍ରିମକୋର୍ଟ। କାଲି ସକା ୧୦.୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ। ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ନ ଦେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ। ଆଜି ଫ୍ଲୋର…

ମହାରାଷ୍ଟ୍ର: ସୁପ୍ରିମକୋର୍ଟରେ ଆରମ୍ଭ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ତାତି। ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ପକ୍ଷ ରଖୁଛନ୍ତି। ଏକ ତିନିଜଣିଆ ବେଞ୍ଚ ସମ୍ମୁଖରେ ସେ ସରକାର ଗଠନ…

ଆଜି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’…

ମୁମ୍ବାଇ: ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଶୁଣାଣି ହେବ। ଗତକାଲି ଏନସିପି ନେତା ଅଜିତ ପାଓ୍ବାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାପାଇଁ ସମର୍ଥ ହୋଇଥିଲା। ଏହାକୁ ବିରୋଧ କରି ଶିବସେନା,କଂଗ୍ରେସ ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର…