Odisha Link
Bridging the Missing Links in Odisha
Browsing Tag

SUPERME COURT

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ବୋବ୍‌ଡେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥପାଠ କରିଛନ୍ତି। ସେ ୫ ମାସ…

ସୁପ୍ରିମକୋର୍ଟଙ୍କ ରାୟକୁୁ ସ୍ବାଗତ କଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ରାୟ ଶୁଣାଇଛନ୍ତି। ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ଜାରି ରହିବ। ୨୦୧୮ରେ ସୁପ୍ରିମକୋର୍ଟ ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି କରି ଏହାକୁ ଏକ ବୃହତର ବେଞ୍ଚକୁ…

ସୁପ୍ରିମକୋର୍ଟ: ରାହୁଲଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଛି ଆଶ୍ବସ୍ତି। ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ…

ସୁପ୍ରିମକୋର୍ଟ: କେନ୍ଦ୍ର ସରକାରଙ୍କୁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଫେଲ ମାମଲା। ରାଫେଲ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି। ଆଜି ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍…

ସୁପ୍ରିମକୋର୍ଟ: ଆଜି ସାବରୀମାଲା, ରାଫେଲ…

ନୂଆଦିଲ୍ଲୀ: ଆଜି ଇତିହାସ ରଚିବାକୁ ଯାଉଛନ୍ତି ସୁପ୍ରମକୋର୍ଟ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏକ କାଳୀନ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ। ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଗୋଗୋଇ ଆଜି ରାଫେଲ ଯୁଦ୍ଧ ବିମାନ ଡିଲ୍‌କୁ ନେଇ…

କର୍ଣ୍ଣାଟକ: ଅଯୋଗ୍ୟ ଲଢ଼ିପାରିବେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକଙ୍କୁ ଉପ-ନିର୍ବାଚନ ଲଢ଼ିବା ପାଇଁ ଦେଇଛନ୍ତି ସବୁଜ ସଙ୍କେତ। ଏହି ୧୭ ଜଣ ବିଧାୟକ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ଅପରପକ୍ଷେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା…

ଆରଟିଆଇ ପରିସରରେ ସିଜେଆଇ, କଣ ରହିଛି…

ନୂଆଦିଲ୍ଲୀ:  ସୂଚନା ଅଧିକାର ଆଇନ(ଆରଟିଆଇ) ପରସିର ଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଫିସ। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଛନ୍ତି ଯେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣେ ପବ୍ଲିକ ଅଥୋରିଟି ହୋଇଥିବାରୁ ତାଙ୍କ ଅଫିସ ଅନ୍ୟ…

CJI ସୂଚନା ଅଧିକାର ଆଇନ ପରିସରଭୁକ୍ତ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ।ହେଲେ ଏନେଇ କିଛି ସର୍ତ୍ତ ରହିବ। କିଛି ସର୍ତ୍ତ ସହ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟଳୟ ସୂଚନା ଅଧିକାର ପରିସରଭୁକ୍ତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ…

କର୍ଣ୍ଣାଟକ: ଅଯୋଗ୍ୟ ଲଢ଼ିପାରିବେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କ ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏନ.ଭି ରମଣା କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ଏଥିସହ ବାଚସ୍ପତି ଅଯୋଗ୍ୟ ବିବେଚିତ କରିଥିବା ବିଧାୟକୟଙ୍କୁ…

ରାଷ୍ଟ୍ରପତି ଶାସନ ପାଇଁ କ୍ୟାବିନେଟର…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ମୋଡ଼। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ…